Chapter 1 · Verse 44

Arjuna's Dilemma

उत्सन्नकुलधर्माणां मनुष्याणां जनार्दन। नरकेऽनियतं वासो भवतीत्यनुशुश्रुम
utsanna-kula-dharmāṇāṁ manuṣhyāṇāṁ ‘niyataṁ vāso bhavatītyanuśhuśhruma

Word Meanings

utsanna kula-dharmāṇām manuṣhyāṇām janārdana narake aniyatam vāsaḥ bhavati iti anuśhuśhruma

Translation

ହେ ଜନାର୍ଦ୍ଦନ, ଯେଉଁମାନଙ୍କ ପାରିବାରିକ ପରମ୍ପରା ନଷ୍ଟ ହୋଇଯାଇଛି, ସେମାନଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନର୍କରେ ବାସ ନିଶ୍ଚିତ ବୋଲି ଆମେ ଶୁଣିଛୁ।