Chapter 2 · Verse 2

Transcendental Knowledge

श्री भगवानुवाच कुतस्त्वा कश्मलमिदं विषमे समुपस्थितम्। अनार्यजुष्टमस्वर्ग्यमकीर्तिकरमर्जुन
śhrī bhagavān uvācha kutastvā kaśhmalamidaṁ anārya-juṣhṭamaswargyam

Word Meanings

śhrī-bhagavān uvācha kutaḥ tvā kaśhmalam idam viṣhame samupasthitam anārya juṣhṭam aswargyam akīrti-karam arjuna

Translation

ସର୍ବୋଚ୍ଚ ଭଗବାନ କହିଲେ: ହେ ଅର୍ଜୁନ, ଏହି ବିପଜ୍ଜନକ ସମୟରେ ତୁମ୍ଭକୁ ଏତେ ସାହସହୀନ କରି କ’ଣ ଦେଲା? ଏହା ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଯୋଗ୍ୟ ନୁହେଁ, କୌଣସି ଗୌରବ ଆଣେ ନାହିଁ, ଏବଂ ସ୍ୱର୍ଗ ପଥକୁ ଅବରୋଧ କରେ।